ରାଜ୍ୟର ୩୦ଟି ଜିଲ୍ଲାରେ ହେବ MSME ଇ-ପାର୍କ

ଗୃହରେ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି।୧୪ଟି ଜିଲ୍ଲାରେ MSME ଇ-ପାର୍କ ସରିଥିବା ବେଳେ ଏପ୍ରିଲ ମାସରେ ଆହୁରି ୪ରୁ ୫ଟି ପାର୍କ କାର୍ଯ୍ୟ ସମାପ୍ତ ହେବ। ଇ-ପାର୍କ ପାଇଁ ସ୍ଥାନୀୟ ଭେଣ୍ଡରଙ୍କୁ ୪୦ରୁ ୫୦% ଜମି ଯୋଗାଇ ଦିଆଯିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes