ରାଜ୍ୟର ୧୭୬୩ଟି ସ୍କୁଲ୍‌ ଭଙ୍ଗା ଦଦରା

ଏ ନେଇ ଗୃହରେ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସମ୍ବଲପୁରରେ ସର୍ବାଧିକ ୧୭୫ଟି ସ୍କୁଲ୍ ଜରାଜୀର୍ଣ୍ଣ ଥିବାବେଳେ ମୟୁରଭଞ୍ଜରେ ୧୨୨, ସୁବର୍ଣ୍ଣପୁରରେ ୧୦୭ ସ୍କୁଲ୍, କଳାହାଣ୍ଡିର ୧୦୧ ଓ ଗଞ୍ଜାମରେ ୧୦୦ ସ୍କୁଲ୍ ଜରାଜୀର୍ଣ୍ଣ ଅଛି।

କଟକରେ ୧୦୪, ବାଲେଶ୍ୱରରେ ୯୫, କେନ୍ଦ୍ରାପଡ଼ାରେ ୯୦ ଓ କେନ୍ଦୁଝରରେ ୯୪ ସ୍କୁଲ୍ ଜରାଜୀର୍ଣ୍ଣ ବୋଲି ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes