ରାଜ୍ୟର ସମସ୍ତ ରାଜସ୍ୱ ଗ୍ରାମକୁ ପହଞ୍ଚି ସାରିଛି ବିଜୁଳି

ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ଉତ୍ତର ରଖିଛନ୍ତି। ୨୦୨୪ ପରଠାରୁ ୩୫,୭୪୧ ପରିବାରକୁ ଦିଆଯାଇଛି ବିଜୁଳି ସଂଯୋଗ। ମୟୂରଭଞ୍ଜରେ ସର୍ବାଧିକ ୩୬୩୬ ପରିବାରକୁ ଯାଇଛି ବିଜୁଳି ସଂଯୋଗ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes