ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପବନ

ପୁରୀ ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି।ଖଇରା, ସମୁଳିଆ, ଔପଦା, ସୋର, ବାହାନଗାରେ ବର୍ଷା ହୋଇଥିବା ବେଳେ କଟକ ବାଙ୍କୀରେ କାଳବୈଶାଖୀ ଯୋଗୁଁ ବର୍ଷା, ପବନ ହୋଇଛି। କୋଦଳା-ଖଲ୍ଲିକୋଟରେ କାଳବୈଶାଖୀ ବର୍ଷା ହୋଇଛି। ପବନ
-କିଛି ସ୍ଥାନରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes