ରାଜ୍ୟର ବିଜୁଳି ସମସ୍ୟା ନେଇ ବୈଠକ ଡାକିଲେ ମୁଖ୍ୟ ସଚିବ

ସୋମବାର ଲୋକସେବା ଭବନରେ ବୈଠକ ବସିବ।

ରାଜ୍ୟର ୪ ବିଦ୍ୟୁତ ବିତରକ କମ୍ପାନୀ ସିଇଓ ବୈଠକରେ ସାମିଲ ହେବେ।ବାରମ୍ବାର ବିଜୁଳି କାଟ ଜନିତ ସମସ୍ୟା ଦୂର ନେଇ ଆଲୋଚନା ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version