ରାଜ୍ୟର ପ୍ରମୁଖ ରାସ୍ତା ପ୍ରଶସ୍ତିକରଣ ପାଇଁ କେନ୍ଦ୍ରର ଅନୁମୋଦନ

ଏ ନେଇ ଏକ୍ସରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ପୁରୀ-ବ୍ରହ୍ମଗିରି-ସାତପଡ଼ା ମାର୍ଗ ହେବ ୪ ଲେନ୍‌ ଏବଂ ଟାଙ୍ଗୀ-ବ୍ରହ୍ମପୁର-ଇଚ୍ଛାପୂରମ NH-16 ହେବ ୬-ଲେନ୍।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes