ରାଜ୍ୟର ପ୍ରତି ଏସଏଚଜି ସଦସ୍ୟାଙ୍କୁ ମିଳିବ ୧ ହଜାର ଟଙ୍କା

ରାଜ୍ୟର ୭୦ ଲକ୍ଷ ସଦସ୍ୟାଙ୍କୁ ୟୁନିଫର୍ମ ବାବଦରେ ୧ ହଜାର ଟଙ୍କା ଦେବେ ରାଜ୍ୟ ସରକାର। ଏସ୍‌ଏଚ୍‌ଜି ଏକ୍‌ଜିକ୍ୟୁଟିଭ୍‌ ମେମ୍ବର ମାନଙ୍କୁ ଆଉ ୨ ହଜାର ମିଳିବ।

ୟୁନିଫର୍ମ ସହ ବ୍ଲେଜର କିଣିବାକୁ ମୋଟ ୩ ହଜାର ଟଙ୍କା ମିଳିବ।ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ୟୁନିଫର୍ମ ଦେବା ନେଇ କ୍ୟାବିନେଟ ନିଷ୍ପତ୍ତି ନେଇଛି। ୟୁନିଫର୍ମ ଓ ବ୍ଲେଜର ବାବଦରେ ମୋଟ ୭୩୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes