ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ ଏହି ଲିଖିତ ଉତ୍ତର ରଖିଛନ୍ତି। ଝାରସୁଗୁଡ଼ା, ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାରେ ଖୋଲିବ।
ରାଜ୍ୟର ପ୍ରଥମ ଚାଉଳ ATM ଭୁବେନେଶ୍ୱର ମଞ୍ଚେଶ୍ୱରରେ ଖୋଲିଥିଲା।୨୦୨୪ ଜୁଲାଇରୁ ଏପର୍ଯ୍ୟନ୍ତ ୨୦ ହଜାର ୨୧୭ ଜଣ ଚାଉଳ ଉଠାଇଛନ୍ତି।ମୋଟ୍ ୩ ହଜାର ୮ ଶହ ୫ କୁଇଣ୍ଟାଲ କିଲୋଗ୍ରାମ ଚାଉଳ ଉଠାଣ ହୋଇଛି କହିଛନ୍ତି ମନ୍ତ୍ରୀ।