ରାଜ୍ୟରେ 25 ସହରର ତାପମାତ୍ରା 40 ଡିଗ୍ରୀ ଉପରେ

ଆଜି ଦିନବେଳା ରାଜ୍ୟରେ 25 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ 8 ଟି ସହରରେ 42 ଡିଗ୍ରୀକୁ ଟପିଯାଇଛି l ବାରିପଦାରେ ରାଜ୍ୟର ସର୍ବାଧିକ ତାପମାତ୍ରା 43.5 ଡିଗ୍ରୀ ରହିଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes