୨୦୨୬ ତଥ୍ୟ ଅନୁସାରେ ରାଜ୍ୟରେ ୭୬୬୫ ଅତିଶୟ ପୁଷ୍ଟିହୀନ ଶିଶୁ ଅଛନ୍ତି ନେଇ ରୋମାଞ୍ଚ ବିଶ୍ୱାଳଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉତ୍ତର ରଖିଛନ୍ତି।
ମୟୂରଭଞ୍ଜରେ ସର୍ବାଧିକ ୭୪୬ ପୁଷ୍ଟିହୀନ ଶିଶୁ ଅଛନ୍ତି ଏବଂ କେନ୍ଦୁଝରରେ ୬୩୪ ପୁଷ୍ଟିହୀନ ଶିଶୁ ଅଛନ୍ତି କହିଛନ୍ତି ପ୍ରଭାତୀ ପରିଡ଼ା।
Credible Local News of Odisha