ଜମି ଚିହ୍ନଟ ପାଇଁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ମେଡିକାଲ କଲେଜ ନିର୍ମାଣ ପାଇଁ କେତେ ଅର୍ଥ ଖର୍ଚ୍ଚ ହେବ ତା’ର ଆକଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଗଜପତି, ମାଲକାନଗିରି, ରାୟଗଡ଼ାରେ ହେବ ଆୟୁର୍ବେଦିକ ମେଡିକାଲ କଲେଜ। ଜମି ଓ ଖର୍ଚ୍ଚ ଆକଳନ ରିପୋର୍ଟ ମିଳିଲେ ପ୍ରଶାସନିକ ଅନୁମୋଦନ ଦିଆଯିବ କହିଛନ୍ତି ସରକାର।