ରାଜ୍ୟରେ H3N2 ଭୂତାଣୁରେ ୫୯ ଆକ୍ରାନ୍ତ ପଜିଟିଭ ଚିହ୍ନଟ ହୋଇଥିବା ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି।
ଗତ ଜାନୁଆରୀ, ଫେବ୍ରୁଆରୀରେ ୨୦୦ ସାମ୍ପୁଲ ସଂଗ୍ରହ ହୋଇଥିଲା।ସଂଗୃହିତ ୨ଶହ ସାମ୍ପଲ ମଧ୍ୟରୁ ୫୯ଟି ପଜିଟିଭ ଚିହ୍ନଟ ହୋଇଥିବା ସେ କହିଛନ୍ତି।
Credible Local News of Odisha