୪୭୩୯ କୋଟିର ପ୍ରକଳ୍ପକୁ ସିଙ୍ଗିଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ମଞ୍ଜୁରୀ କରିଛି। ୯ଟି ଜିଲ୍ଲାରେ ନିବେଶ ହେବ ଏବଂ ୨୫ ହଜାର ୨ ଶହ ନିଯୁକ୍ତି ସୁଯୋଗ ମିଳିବ।
ଖୋର୍ଦ୍ଧା, ଯାଜପୁର, କଟକ, ସମ୍ବଲପୁର, ଝାରସୁଗୁଡ଼ାରେ ପ୍ରକଳ୍ପ ହେବ।ବୟନ, ଇସ୍ପାତ, ଆଇଟି, ପର୍ଯ୍ୟଟନ, ଶୀତଳ ଭଣ୍ଡାର ପାଇଁ ପୁଞ୍ଜି ବିନିଯୋଗ ହେବ।