ରାଜ୍ୟରେ ୨୦୧୯ରୁ ୨୦୨୨ ଭିତରେ ହୋଇଛି ୧୦,୧୨୯ ଦୁଷ୍କର୍ମ ମାମଲା : ଗୃହ ରାଷ୍ଟ୍ର ମନ୍ତ୍ରୀ

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ।

୨୦୧୯ରେ ୨୯୫୦, ୨୦୨୦ରେ ୨୯୮୪ ଦୁଷ୍କର୍ମ ମାମଲା ହୋଇଥିବା ବେଳେ ୨୦୨୧ରେ ୩୩୨୭ ଓ ୨୦୨୨ରେ ୮୬୮ ଦୁଷ୍କର୍ମ ମାମଲା ହୋଇଛି। ଏହି ୩ ବର୍ଷରେ ୫ ,୫୮୪ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version