ରାଜ୍ୟରେ ସୃଷ୍ଟି ହେବ 6025 ଟି ହାଇସ୍କୁଲ ଶିକ୍ଷକ ପଦବି

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁମୋଦିତ ପ୍ରସ୍ତାବ ଅନୁସାରେ ରାଜ୍ୟରେ 6025 ଟି ହାଇସ୍କୁଲ ଶିକ୍ଷକ ପଦବି ସୃଷ୍ଟି କରିବାକୁ ସୋମବାର ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes