ରାଜ୍ୟରେ ସୁସ୍ଥ ହେଲେ ଆଉ 15 କୋଭିଡ ଆକ୍ରାନ୍ତ April 20, 2022 by Odisha ରାଜ୍ୟରେ ଆଉ 15 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା 12 ଲକ୍ଷ 78 ହଜାର 687 ହୋଇଛି l