ରାଜ୍ୟରେ ସାରର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

କେନ୍ଦ୍ର ସରକାରକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିବା ପରେ ଏହା କହିଛନ୍ତି ଯୋଗାଣ ମନ୍ତ୍ରୀ। ସାରର ଅଭାବ ନାହିଁ, କେଉଁଠି ଅସୁବିଧା ପାଇଁ ନ ପହଞ୍ଚି ଥାଇପାରେ। ନବୀନ ବାବୁ କେବଳ ଚିଠି ଲେଖନ୍ତି, ପୂର୍ବରୁ ଦିଦିଙ୍କୁ ବି ଚିଠି ଲେଖିଥିଲେ, ଫଳ କଣ ହେଲା ସମସ୍ତେ ଜାଣିଛନ୍ତି କହିଛନ୍ତି ଯୋଗାଣ ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes