୩୦ ଜିଲ୍ଲାରେ ୯ ଲକ୍ଷ ୫ ହଜାର ୧୮୪ ଜଣ ଭାଗ ଚାଷୀ ଅଛନ୍ତି।ବାଲେଶ୍ୱରରେ ୧ ଲକ୍ଷ ୮ହଜାର ୮୨୧, ପୁରୀରେ ୪୦ ହଜାର, କଟକରେ ୫୫ ହଜାର ୫୬୯, ଭଦ୍ରକରେ ୬୫ ହଜାର ୯୪୬ ଭାଗଚାଷୀ ଅଛନ୍ତି।
-ବିଧାୟକ ଗଣେଶ୍ଵର ବେହେରାଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ଉତ୍ତର ରଖିଛନ୍ତି।
Credible Local News of Odisha