୪୩.୭ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ଥିବାବେଳେ ଝାରସୁଗୁଡ଼ା ୪୩.୬, ଭବାନୀପାଟଣା ୪୨.୫ ଡିଗ୍ରୀ, ହୀରାକୁଦ, ବଲାଙ୍ଗିର, ଓ ସମ୍ବଲପୁର ୪୨.୨ ଡିଗ୍ରୀ ଏବଂ ରାଉରକେଲା ୪୧.୬, ସୁନ୍ଦରଗଡ଼ ୪୧.୫, ନୂଆପଡ଼ା ୪୧ ଡିଗ୍ରୀ ରହିଛି।
ସୋନପୁର ୪୦.୬, ବରଗଡ଼ ୪୦.୪, ବୌଦ୍ଧ ୪୦.୩ ଡିଗ୍ରୀ, ମାଲକାନଗିରି ଓ ତାଳଚେର ତାପମାତ୍ରା ୪୦ ଡିଗ୍ରୀ, କଟକ ୩୫.୪ ଓ ଭୁବନେଶ୍ବର ତାପମାତ୍ରା ୩୫.୩ ଡିଗ୍ରୀ ରହିଛି ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।