୬୬ ନୂଆ ସବଡିଭିଜନ ଗଠନ ପାଇଁ ସରକାରଙ୍କୁ ପ୍ରସ୍ତାବ ଆସିଛି, ନୂଆ ପ୍ରସ୍ତାବଗୁଡ଼ିକୁ ସରକାର ବିଚାର କରୁଛନ୍ତି କହିଛନ୍ତି ମନ୍ତ୍ରୀ। ବରଗଡ଼, ଗଞ୍ଜାମ ଓ କୋରାପୁଟ ଜିଲାରୁ ସର୍ବାଧିକ ପ୍ରସ୍ତାବ ଆସିଛି ନେଇ ବିଧାନସଭାରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଛନ୍ତି।
Credible Local News of Odisha