ରାଜ୍ୟରେ ପ୍ରତିଷ୍ଠା ହେବ 34 ନୂଆ କୋର୍ଟ

2126 କୋଟି ଟଙ୍କା ବ୍ୟୟ ଅଟକଳରେ ରାଜ୍ୟରେ 34 ଟି ନୂଆ କୋର୍ଟ ପ୍ରତିଷ୍ଠା ପାଇଁ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l
ଏହା ମଧ୍ୟରେ ଅଛି 8 ଟି ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ କୋର୍ଟ, 5 ଟି ସିଭିଲ ଜଜ ସିନିଅର ଡିଭିଜନ କୋର୍ଟ, 11 ଟି ସିଭିଲ ଜୁନିଅର ଡିଭିଜନ କୋର୍ଟ ଏବଂ 10 ଟି କମର୍ସିଆଲ କୋର୍ଟ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes