ଶୂନ୍ୟକାଳରେ ରାଜ୍ୟରେ ପେଶା ଆଇନ ଲାଗୁ ପାଇଁ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ପେଶା ଆଇନ ସରକାର କେବେ ଲାଗୁ କରିବେ ବୋଲି ପ୍ରଶ୍ନ କଲେ। ବିଧାୟକ ସିଏସ ରାଜନ୍ ମଧ୍ୟ ପେଶା ଆଇନ ଲାଗୁ ପାଇଁ ଦାବି କଲେ।
Credible Local News of Odisha