ବୈଠକ ପରେ ପେଟ୍ରୋଲିୟମ୍ ଡିଲର୍ ସଂଘ ସମ୍ପାଦକ ସଞ୍ଜୟ ଲାଠ ଏହି ସୂଚନା ଦେଇଛନ୍ତି। ଦୁଇ ଦିନ ପାଇଁ ଆବଶ୍ୟକ ପରିମାଣରେ ତେଲ ମହଜୁଦ୍ ଅଛି, ଭୟଭୀତ ହୁଅନ୍ତୁ ନାହିଁ, ତେଲ ଟ୍ୟାଙ୍କର୍ ମୁଭ୍ମେଣ୍ଟ ଚାଲୁ ରହିଛି, କିଛି ସ୍ଥାନରେ ଗାଡ଼ିକୁ ଅଟକାଉଛନ୍ତି, ପୁଲିସ ସହାୟତାରେ ଅଣାଯାଉଛି କହିଛନ୍ତି ଶ୍ରୀ ଲାଠ।
Credible Local News of Odisha