ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି, କେବଳ ବଡ଼ ଚାଷୀ ବିରୋଧ କରୁଛନ୍ତି କହିଛନ୍ତି ମନ୍ତ୍ରୀ। ଗତ ବର୍ଷ ୫ ଶହ କ୍ବିଣ୍ଟାଲ ବିକିଥିଲେ, ଏଥର କ୍ୟାପ୍ସ ହୋଇଥିବାରୁ ଅସୁବିଧା ନାହିଁ। ୧୫ ଦିନ ଟୋକେନ୍ ଅବଧି ବୃଦ୍ଧି କରାଯାଉଛି କହିଛନ୍ତି ସମବାୟ ମନ୍ତ୍ରୀ। ମିଲରଙ୍କ ପାଖରେ ଜାଗା ନ ଥିବାରୁ ଧାନ କିଣା ପ୍ରକ୍ରିୟା ଧିରେ ହେଉଛି।ସରକାରଙ୍କୁ ବଦ୍ନାମ କରିବାକୁ ଫେକ୍ ଚାଷୀ ଚେଷ୍ଟା କରୁଛନ୍ତି କହିଛନ୍ତି ମନ୍ତ୍ରୀ।