ବିଦ୍ୟୁତ ଆଘାତରେ ୪୨, ବିଭିନ୍ନ ରୋଗରେ ୨୯ ହାତୀ, ଶିକାରୀଙ୍କ ଦ୍ୱାରା ୬, ଲୋକଙ୍କ ପ୍ରତିଶୋଧ ପରାୟଣରେ ୩ ହାତୀ, ରେଳ ଦୁର୍ଘଟଣାରେ ୪, ପ୍ରାକୃତିକ କାରଣରେ ୧୭ ହାତୀ ଏବଂ ନଦୀ, ନାଳରେ ପଡ଼ି, ନିଜ ଭିତରେ କଳହ ହୋଇ ୧୩ଟି ହାତୀ ପ୍ରାଣ ହରାଇଛନ୍ତି।
ଅପ୍ରାକୃତିକ ହାତୀ ମୃତ୍ୟୁ ପାଇଁ ୯୩ ଜଣ ଗିରଫ ହୋଇଛନ୍ତି ନେଇ ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏହି ଲିଖିତ ଉତ୍ତର ରଖିଛନ୍ତି।