ରାଜ୍ୟରେ ଦିନକରେ 662 କରୋନା ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ 662 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 104 ଜଣଙ୍କ ବୟସ 18 ବର୍ଷରୁ କମ l ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 387 ଜଣ କ୍ଵାରେଣ୍ଟାଇନରେ ଥିବା ବେଳେ 275 ଜଣ ସ୍ଥାନୀୟ ସଂକ୍ରମିତ l
ଏବେ ରାଜ୍ୟରେ ମୋଟ 7054 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Niladri Bije