ରାଜ୍ୟରେ ଦିନକରେ 428 କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦିନକରେ ଆଉ 428 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 56 ଜଣଙ୍କ ବୟସ 18 ବର୍ଷରୁ କମ l ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 251 ଜଣ କ୍ଵାରେଣ୍ଟାଇନରେ ଥିବା ବେଳେ 177 ଜଣ ସ୍ଥାନୀୟ ସଂକ୍ରମିତ l
ଏବେ ରାଜ୍ୟରେ ମୋଟ 2235 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version