ରାଜ୍ୟରେ ଦିନକରେ ଚିହ୍ନଟ ହେଲେ 804 କରୋନା ଆକ୍ରାନ୍ତ

ରାଜ୍ୟରେ ଗତ 24 ଘଣ୍ଟାରେ 804 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 71 ଜଣଙ୍କ ବୟସ 18 ବର୍ଷରୁ କମ l ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 471 ଜଣ କ୍ଵାରେଣ୍ଟାଇନରେ ଥିବା ବେଳେ 333 ଜଣ ସ୍ଥାନୀୟ ସଂକ୍ରମିତ l
ଏବେ ରାଜ୍ୟରେ ମୋଟ 4262 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version