ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 583 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 126 ଜଣଙ୍କ ବୟସ 18 ବର୍ଷରୁ କମ l ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 340 ଜଣ କ୍ଵାରେଣ୍ଟାଇନରେ ଥିବା ବେଳେ 240 ଜଣ ସ୍ଥାନୀୟ ସଂକ୍ରମିତ l ଏବେ ରାଜ୍ୟରେ ମୋଟ 4407 ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି l
Credible Local News of Odisha