ରାଜ୍ୟରେ ତେଲ ସଂକଟ ନାହିଁ କହିଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।ତୈଳ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି।ଅନାବଶ୍ୟକ ଭିଡ଼ କରିବାର କୌଣସି ଆବଶ୍ୟକତା ନାହିଁ, ଯଦି କେହି ବେଆଇନ ମହଜୁଦ କରନ୍ତି କାର୍ଯ୍ୟାନୁଷ୍ଠାନ ହେବ। ଯଦି କେହି ବେଆଇନ ମହଜୁଦ କରୁଥିବେ ଜିଲ୍ଲାପାଳ ଆକ୍ସନ ନେବେ କହିଛନ୍ତି ସଚିବ।