୧ ରୁ ୧୧ ଯାଏଁ ରାଜ୍ୟରେ ‘ଆସ ବୁଲିଯିବା ଅଙ୍ଗନବାଡ଼ି’ କାର୍ଯ୍ୟକ୍ରମ ଚାଲିବ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅଭିଭାବକ ଓ ସାଧାରଣ ଲୋକ ଯାଇ ପରଖିବେ ଅଙ୍ଗନବାଡ଼ି କେନ୍ଦ୍ର। AWESOME ଆପ୍ ଜରିଆରେ ବିଭିନ୍ନ ବିଷୟରେ ଫିଡ୍ବ୍ୟାକ ଦେବେ।
ସେମାନଙ୍କ ମତାମତକୁ ନେଇ ଅଙ୍ଗନବାଡ଼ି ଭିତ୍ତିଭୂମି ଆହୁରି ସୁଦୃଢ କରାଯିବ କହିଛନ୍ତି ଉପମୁଖ୍ୟମନ୍ତ୍ରୀ।