ରାଜ୍ୟରେ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲା ବିଜେପି

ପ୍ରେସମିଟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ୧୪ ବର୍ଷରେ ୮ ଲକ୍ଷ ୯୭ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି।

୧୯୨ଟି ଖଣି ଲିଜ୍‌ରୁ ୧୭୬ଟି ଜଙ୍ଗଲ ଅଞ୍ଚଳରେ ରହିଛି। ୯୮ ଖଣିର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ମଂଜୁରୀ ନାହିଁ। ବେଆଇନ ଭାବେ ଚାଲିଥିବା ଖଣିରୁ ଆଦାୟ ଜରିମାନା ବହୁତ କମ୍‌। ଏ ସବୁ କାରବାର ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରରେ ହୋଇଛି କହିଛନ୍ତି ଜୟନାରାୟଣ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes