ନିକୋଟିନ୍ ଯୁକ୍ତ ଟବାକୋ ବିକ୍ରି ବନ୍ଦ ପାଇଁ ଜୋରଦାର ରେଡ୍ ହେବ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।
ରାଜ୍ୟରେ ନିକୋଟିନ ଯୁକ୍ତ ପ୍ରଡକ୍ଟର ଉତ୍ପାଦନ, ଷ୍ଟୋରେଜ, ବିକ୍ରି ସଂପୂର୍ଣ୍ଣ ବ୍ୟାନ୍ ହେବ। ଟବାକୋ ଓ ନିକୋଟିନ୍ ବ୍ୟାନ ପାଇଁ ଜିଲ୍ଲା ସ୍ତରୀୟ ଟିମ୍ ଗଠନ କରାଯାଇଛି କହିଛନ୍ତି ମନ୍ତ୍ରୀ।