ରାଜ୍ୟରେ କୁମ୍ଭୀର ସଂଖ୍ୟା ବୃଦ୍ଧି ନେଇ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଗତବର୍ଷ ତୁଳନାରେ ୩.୫୪% ବୃଦ୍ଧି, ବର୍ତ୍ତମାନ ୨୧୯୩ କୁମ୍ଭୀର ରହିଛନ୍ତି। ସେହିପରି ଚଳିତ ବର୍ଷ ୨୪ ଲକ୍ଷ ୯୦ ହଜାର ୯୮୬ ସଂଖ୍ୟକ ପକ୍ଷୀ ଚିହ୍ନଟ ହୋଇଥିଲେ ମଧ୍ୟ କୌଣସି ବିରଳ ପକ୍ଷୀ ଚିହ୍ନଟ ହୋଇନାହାନ୍ତି।
ଚିଲିକାରେ ୨ଟି ଓ ହୀରାକୁଦ ଜଳଭଣ୍ଡାରରେ ୫ଟି ନୂତନ ପକ୍ଷୀ ଚିହ୍ନଟ ହୋଇଛନ୍ତି।