ରାଜ୍ୟରେ ଆହୁରି ବଢ଼ିବ ଦିନ ତାପମାତ୍ରା

ଗତ କାଲି ଚଳିତ ବର୍ଷର ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୪ଡିଗ୍ରୀ ସୋନପୁରରେ ରେକର୍ଡ ହୋଇଥିବା ବେଳେ ଆଗାମୀ ଦୁଇ ଦିନ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ଅଂଚଳରେ ତାପମାତ୍ରା ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

୯ଟି ସହରରେ କାଲି ତାପମାତ୍ରା ୪୨ଡିଗ୍ରୀ କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିବାବେଳେ ୨୧ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଟପିଥିବା କେନ୍ଦ୍ର କହିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version