ରାଜ୍ୟରେ ଆଉ 254 କରୋନା ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 254 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 32 ଜଣଙ୍କ ବୟସ 18 ବର୍ଷରୁ କମ l 159 ଜଣ କ୍ଵାରେଣ୍ଟାଇନରେ ଥିବା ବେଳେ 105 ଜଣ ସ୍ଥାନୀୟ ସଂକ୍ରମିତ l
ଏବେ ରାଜ୍ୟରେ ମୋଟ 1691 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes