ରାଜ୍ୟରେ ଆଉ 150 କରୋନା ଆକ୍ରାନ୍ତ ସୁସ୍ଥ

ଗତ 24 ଘଣ୍ଟାରେ ରାଜ୍ୟରେ 150 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 12 ଲକ୍ଷ 80 ହଜାର 532 ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version