ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଲେ ଆଇନ ମନ୍ତ୍ରୀ। ଏବେ ସବୁ ଟ୍ରେଜରୀ କାମ ଅନ୍ଲାଇନ ମାଧ୍ୟମରେ ହେଉଛି, ପେନସନ୍ରୁ ଆରମ୍ଭ କରି ଚାଲାଣ ଓ ବିଲ୍ ଅନ୍ଲାଇନରେ ହେଉଛି।ଇ-ଭାଉଚର୍ରେ ସବୁ ହେଉଥିବାରୁ ଆଉ ସବ୍-ଟ୍ରେଜରୀ ଖୋଲିବ ନାହିଁ।ବର୍ତ୍ତମାନ ରାଜ୍ୟରେ ୧୬୯ଟି ଟ୍ରେଜରି ରହିଛି କହିଛନ୍ତି ଆଇନ ମନ୍ତ୍ରୀ।