ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଶାନ୍ତିପୂର୍ଣ୍ଣ : ନବୀନ

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖି କହିଛନ୍ତି l
ସେ କହିଛନ୍ତି, ରାଜ୍ୟରେ ମାଓ ହିଂସା ହ୍ରାସ ପାଇଥିବା ବେଳେ 593 ଥାନାରୁ 584 ଟିରେ ସିସିଟିଭି ଲଗାଯାଇଛି ଏବଂ 1730 ପୁଲିସ ଏସଆଇ/ଏଏସଆଇ ନିଯୁକ୍ତି ପ୍ରକ୍ରିୟା ଚାଲିଛି l 164 ସରକାରୀ ଅଧିକାରୀଙ୍କୁ ଦୁର୍ନୀତି ପାଇଁ ଚାକିରିରୁ ହଟାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes