ରାଜ୍ୟରେ ଅଂଶୁଘାତରେ ପ୍ରାଣ ହରାଇଲେଣି ୩ ଜଣ

ଏ ନେଇ ସୂଚନା ଦେଲେ ଡେପୁଟି SRC ପଦ୍ମନାଭ ବେହେରା। ବଲାଙ୍ଗିର, ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

୧୬ଟି ଅଭିଯୋଗରୁ ୩ଟି ଅଂଶୁଘାତଜନିତ ମୃତ୍ୟୁ ବୋଲି ସ୍ପଷ୍ଟ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes