ରାଜ୍ୟପାଳଙ୍କ ବାସଭବନ ପରିସରରୁ ବହୁମୂଲ୍ୟ ଚନ୍ଦନ ଗଛ ଚୋରି

ରାଜ୍ୟପାଳଙ୍କ ବାସଭବନ ପରିସରରୁ ଚନ୍ଦନ ଗଛ ଚୋରି ହୋଇଥିବା ନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି।

କମିଶନରେଟ ପୁଲିସ ଘଟଣାର ତଦନ୍ତ କରୁଛି। ଖୁବଶୀଘ୍ର ଅଭିଯୁକ୍ତକୁ ପିଲିସ କାବୁ କରିବ ବୋଲି ଡିସିପି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes