ରାଜ୍ୟପାଳଙ୍କୁ ଭେଟିଲେ ନୂଆ ମହାଲେଖାକାର ଅଡିଟ-୨

ଓଡ଼ିଶାର ନୂଆ ମହାଲେଖାକାର ଅଡିଟ-୨ ବିଶ୍ୱନାଥ ସିଂହ ଜାଦୋନ ଆଜି ରାଜଭବନ ଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes