ରାଜୁଆ ଵ୍ୟାରେଜ ପରିଦର୍ଶନ କଲେ ସାଂସଦ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ବ୍ୟାପକ ଜଳସେଚନ ପାଇଁ ଉଦ୍ଧିଷ୍ଠ ଦୟାର ଶାଖା ରାଜୁଆ ପ୍ରକଳ୍ପ ପରିଦର୍ଶନ କରି ଏହାର ସମୀକ୍ଷା କରିଛନ୍ତି l

ଏହି ପ୍ରକଳ୍ପରେ ମୋଟ 35 କୋଟି ବ୍ୟୟ ଅଟକଳ ହୋଇଛି ଏବଂ ଏହା ଦ୍ୱାରା 2666 ହେକ୍ଟର ଜଳସେଚନ ହୋଇ ପାରିବ ଏବଂ ବହୁ ସଂଖ୍ୟାରେ ଅନ୍ନଦାତା କୃଷକ ମାନେ ଉପକୃତ ହେବେ l ଏହି ଅବସରରେ ଉପସ୍ଥିତ ବିଭାଗୀୟ କତୃପକ୍ଷ ମାନେ ଡିସେମ୍ବର 2023 ଭିତରେ କାର୍ଯ୍ୟ ସମାପ୍ତ ହେବ ବୋଲି ବ୍ୟକ୍ତି କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version