ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ। ଏ ନେଇ ସୂଚନା ଦେଲେ କଟକ ଡିସିପି ରିଷିକେଶ ଖିଲାରୀ। ଜେରା ପାଇଁ କର୍ଣ୍ଣାଟକ ପୋଲିସ ପହଞ୍ଚିଛି, ଅନ୍ୟ ରାଜ୍ୟ ପୋଲିସ ବି ଆସିବେ। କୋର୍ଟଙ୍କ ଠାରୁ ଅନୁମତି ନେଇ ରାଜାକୁ ଚୌଦ୍ବାର ଜେଲ୍ରେ ଜେରା କରିବେ।
Credible Local News of Odisha