ରାଜମିସ୍ତ୍ରୀରୁ ସଫଳ ତରଭୁଜ ଚାଷୀ

କେନ୍ଦୁଝର ଜିଲ୍ଲା ବରଦାପାଳ ପଞ୍ଚାୟତ ଖୁଣ୍ଟାପଡ଼ା ସାହିର ଦୁଇ ଆଦିବାସୀ ଯୁବକ ସଞ୍ଜୟ ମୁଣ୍ଡ ଓ ବିଜୟ ମୁଣ୍ଡା ରାଜମିସ୍ତ୍ରୀ କାମ ଛାଡି ପ୍ରଥମଥର ପାଇଁ ତରଭୁଜ କରି ସ୍ବଳ୍ପ ସମୟ ମଧ୍ୟରେ ଲକ୍ଷାଧିକ ଟଙ୍କା ଆୟ କରି ପାରିଛନ୍ତି ।

ସଞ୍ଜୟ ଅନୁଗୁଳ ଜିଲ୍ଲା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ତରଭୁଜ ଚାଷ ପାଇଁ ପ୍ରେରଣା ମିଳିଥିଲା ।ସଞ୍ଜୟ ସହିତ ସାଙ୍ଗ ବିଜୟ ମିଶି ତରଭୁଜ ଚାଷ ଆରମ୍ଭ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes