ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲରେ ଏକ ବିବାଦୀୟ ଜମିରେ ଦୋକାନ ନିର୍ମାଣ କରୁଥିଲା ବେଳେ ଜଣେ ରାଜମିସ୍ତ୍ରୀଙ୍କୁ ଛୁରା ଆକ୍ରମଣ କରାଯାଇଛି ।
ଗୁରୁତର ରାଜମିସ୍ତ୍ରୀ ଜଣଙ୍କ ବନ୍ଧବାହାଲ ମେଡିକାଲରେ ଭର୍ତ୍ତି ।ଆକ୍ରମଣକାରୀକୁ ଧରି ପୁଲିସର ଜିମା ଦେଲେ ଗାଁ ଲୋକେ ।
Credible Local News of Odisha