ରାଜମିସ୍ତ୍ରୀଙ୍କୁ ଛୁରାଧରି ଆକ୍ରମଣ

ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲରେ ଏକ ବିବାଦୀୟ ଜମିରେ ଦୋକାନ ନିର୍ମାଣ କରୁଥିଲା ବେଳେ ଜଣେ ରାଜମିସ୍ତ୍ରୀଙ୍କୁ ଛୁରା ଆକ୍ରମଣ କରାଯାଇଛି ।

ଗୁରୁତର ରାଜମିସ୍ତ୍ରୀ ଜଣଙ୍କ ବନ୍ଧବାହାଲ ମେଡିକାଲରେ ଭର୍ତ୍ତି ।ଆକ୍ରମଣକାରୀକୁ ଧରି ପୁଲିସର ଜିମା ଦେଲେ ଗାଁ ଲୋକେ ।

Leave a Comment

This site uses Akismet to reduce spam. Learn how your comment data is processed.

Niladri Bije