ରାଜଭବନ ସମ୍ମୁଖରେ ବିଜେଡିର ବିକ୍ଷୋଭ

ସାରର ଅଭାବୀ ବିକ୍ରି ନେଇ ବିଜେଡି ପ୍ରତିବାଦ କରିବା ସହ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେବ। ଆନ୍ଦୋଳନରେ ଦଳର ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି। ସାର ସମସ୍ୟା ଦୂର ନହେଲେ ବ୍ଲକ ଓ ଜିଲ୍ଲାପାଳ ଅଫିସ ଘେରାଉ କରାଯିବ କହିଛନ୍ତି ବିଜେଡିର ବରିଷ୍ଠ ନେତା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes