ରାଜଭବନରେ ଓଡ଼ିଆ ଚଳଚ୍ଚିତ୍ର ‘ପରିଚୟ’ ର ସ୍ବତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ

ସାତ୍ୟକି ମିଶ୍ର ପ୍ରଯୋଜିତ ଓ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ପରିଚୟର ସ୍ବତନ୍ତ୍ର ସ୍କ୍ରିନିଂ ଆଜି ଭୁବନେଶ୍ୱରରେ ରାଜ ଭବନରେ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟପାଳ ଗଣେଶୀଲାଲ ଚଳଚ୍ଚିତ୍ର ଦେଖିବା ସହ ଏହାର ପ୍ରଶଂସା କରିଥିଲେ।

ଚଳଚ୍ଚିତ୍ରର ସହ ପ୍ରଯୋଜକ ସୁଚିଶ୍ମିତା ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes