ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ଆଶ୍ବସ୍ତି

ନିର୍ବାଚନକୁ ବିରୋଧ କରି ଦାୟର ମାମଲା ହାଇକୋର୍ଟ ଖାରଜ କରିଛନ୍ତି। ଆବେଦନକାରୀ ଲଳିତ ବେହେରା ଓ ତାଙ୍କ ଓକିଲ ହାଜର ନହେବାରୁ ହାଇକୋର୍ଟ ମାମଲା ଖାରଜ କଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes