ରାଜଧାନୀ ହିଟ୍‌ ଇଣ୍ଡେକ୍ସ ୫୦ଡିଗ୍ରୀ

ଦିନ ସାଢ଼େ ୧୧ଟାରେ ରାଜଧାନୀରେ ଅସହ୍ୟ ଗରମ ଓ ଗୁଳଗୁଳି ଦେଖାଦେଇଛି।ରାଜଧାନୀ ଭୁବନେଶ୍ବର ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ ହୋଇଛି।

ରାଜଧାନୀରେ ଆଦ୍ରତା ୬୨ ପ୍ରତିଶତ, ହିଟ୍‌ ଇଣ୍ଡେକ୍ସ ୫୦ ଡିଗ୍ରୀ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes